The Ultimate Managed Hosting Platform
ADVERTISEMENT

ମା’ ହେଲେ ଚର୍ଚ୍ଚିତ ଆଇଏଏସ ଟିନା ଡାବି

Facebook
Twitter
LinkedIn

ନୂଆଦିଲ୍ଲୀ : ମା ହେଲେ ଟିନା ଡାବି । ଶିଶୁପୁତ୍ରକୁ ଜନ୍ମ ଦେଲେ ଟିନା । ସେ ଜୟପୁରର ଏକ ଡାକ୍ତରଖାନାରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଶିଶୁପୁତ୍ରର ଜନ୍ମ ପରେ ଟିନା ଡାବି ଓ ତାଙ୍କ ସ୍ୱାମୀ ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ବହୁ ସଂଖ୍ୟାରେ ସେମାନଙ୍କ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି। ଗତବର୍ଷ ଜୁଲାଇରେ ଟିନା ଡାବି ଜୈସଲମେର୍ର କଲେକ୍ଟର ହୋଇଥିଲେ, କିନ୍ତୁ ଗତ କିଛି ମାସ ହେବ ସେ ମାତୃତ୍ୱ ଛୁଟିରେ ଥିଲେ। ୨୦୨୨ରେ ଜୟପୁରରେ ଟିନା ଡାବି ଓ ପ୍ରଦୀପ ଗୱାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁହିଁଙ୍କ ବିବାହ ଜୟପୁରର ଏକ ପଞ୍ଚ ତାରକା ହୋଟେଲରେ ହୋଇଥିଲା। ପ୍ରଦୀପ ଗୱାଣ୍ଡେ ହେଉଛନ୍ତି ମରାଠୀ। ସୂଚନା ଅନୁଯାୟୀ , ଟିନା ଡାବି ୨୦୧୫ରେ ଟଚଝଉ ପରୀକ୍ଷାରେ ଟପ୍ କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଟିନା ଆଇଏଏସ୍ ଅତହର ଆମିର ଖାନଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ଦୁଇ ବର୍ଷ ପରେ ହିଁ ଦୁହିଁଙ୍କ ଛାଡପତ୍ର ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login