The Ultimate Managed Hosting Platform
ADVERTISEMENT

ଲମ୍ପଟ ଶିକ୍ଷକକୁ ୨୦ ବର୍ଷ ଜେଲ

Facebook
Twitter
LinkedIn

ବଲାଙ୍ଗୀର : ଶିକ୍ଷକ ବନିଲେ ଯୈ÷ାନ ରାକ୍ଷସ । ଛାତ୍ରୀଙ୍କୁ କଲେ ଅସାଦାଚରଣ । ଶେଷରେ ଜେଲ ଗଲେ । ଛାତ୍ରୀଙ୍କୁ ଯୈ÷ାନ ନିର୍ଯ୍ୟାତନା ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍ । ବଲାଙ୍ଗିର ଦେଓଗାଁ ବ୍ଲକ ଅଞ୍ଚଳରେ ୨୦୨୨ ଅଗଷ୍ଟର ଘଟଣା ପାଇଁ ସଜା । ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆକୁ ୨୦ ବର୍ଷ ଜେଲ୍ ଦେଲେ ବଲାଙ୍ଗିର ପୋକ୍ସୋ କୋର୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login