The Ultimate Managed Hosting Platform
ADVERTISEMENT

ଅଭିନେତା ଗୋବିନ୍ଦାଙ୍କୁ ପଚରା ଉଚରା କରିବ ଇଓଡବ୍ଲ୍ୟୁ

Facebook
Twitter
LinkedIn

ଭୁବନେଶ୍ୱର : ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ପଚରାଉଚରା କରିବ ଇଓଡବ୍ଲ୍ୟୁ । ଗୋବିନ୍ଦାଙ୍କୁ ପଚରାଉଚରା ପାଇଁ ଖୁବଶୀଘ୍ର ମୁମ୍ବାଇ ଯିବ ସ୍ୱତନ୍ତ୍ର ଟିମ୍ । ପଞ୍ଜି ସ୍କିମରେ ଟଙ୍କା ଠକେଇ ମାମଲାରେ କରିବ ଜେରା । ଗତ ଜୁଲାଇ ରେ ଗୋଆ ଠାରେ ଏସଟିଏ, ସୋଲାର ଟେକନୋ ଆଲାୟନସର ଗ୍ରାଣ୍ଡ ଲଞ୍ଚରେ ଗୋବିନ୍ଦା ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ଏହି ପଞ୍ଜି ସ୍କିମ୍ ରେ ବିନିଯୋଗ କରିବାକୁ ମଧ୍ୟ ଲୋକଙ୍କୁ କହିଥିଲେ। ତେବେ ଗୋବିନ୍ଦଙ୍କୁ ପଚାର ଉଚୁରା ପରେ ଜଣା ପଡ଼ିବ ତାଙ୍କର ଏଥିରେ ତାଙ୍କର କଣ ଭୂମିକା ରହିଛି। ତାଙ୍କୁ କଣ କହି କାର୍ୟ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା। ସେ କେତେ ଟଙ୍କା ନେଇଥିଲେ। ଏହା ଏକ ଠକେଇ ସଂସ୍ଥା ବୋଲି ସେ ଜାଣି ଥିଲେ କି। ଏଭଳି କିଛି ପ୍ରଶ୍ନ ପଚାରିପାରେ ଇଓଡବ୍ଲ୍ୟୁ ।


ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login