The Ultimate Managed Hosting Platform
ADVERTISEMENT

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ କୋଟିଏ ଟଙ୍କାର ଗହଣା ସହ ୪ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Facebook
Twitter
LinkedIn

ଢ଼େଙ୍କାନାଳ: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ମାରଣାସ୍ତ୍ର ଦେଖାଇ ଗହଣା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଢ଼େଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଧିନସ୍ତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଏପରି ଘଟଣା ଦେଖିବାକୁ ମିଳିଛି । ତେବେ ବ୍ୟାଙ୍କ ବନ୍ଦ କରିବା ବେଳେ ଏହି ଦୁର୍ବୃତ୍ତମାନେ ଦୁଇଟି ବାଇକରେ ଅସି ବ୍ୟାଙ୍କ କମର୍ଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ ଭିତରକୁ ପସିଯାଇଥିଲେ । ମୁହଁରେ ମୁଖା ଲଗାଇଥିବା ସେହି ଚାରିଜଣ ଦୁର୍ବୃତ୍ତ ବ୍ୟାଙ୍କ ମ୍ୟନେଜରଙ୍କ ସମେତ ତିନିଜଣକୁ ଏକ ଷ୍ଟ୍ରଙ୍ଗ ରୁମ୍‌ରେ ପୁରାଇ ତାଲା ପକାଇେଦଇଥିଲେ । ଏଥି ସହ ବ୍ୟାଙ୍କର ଅନ୍ୟ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କର ଲକରରୁ ସୁନା ଗହଣା ସହିତ ୪ଲକ୍ଷରୁ ଉରଦ୍ଧ୍ବ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଏ ନେଇ ଖବର ପାଇ ରାସୋଳ ଥାନା ପୋଲିସ୍ ଘଟଣା ସ୍ଥଳେର ପହଞ୍ଚି ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login