ଭୁବନେଶ୍ୱର : ପ୍ରତାପ ଦେବଙ୍କ ମନ୍ତବ୍ୟ ୁପରେ କଡା ଜବାବ ଦେଲେ ସୈାମ୍ୟ । ବିଜେଡି ବିଧାୟକ ସୈାମ୍ୟ ପଟ୍ଟନାୟକଙ୍କ ମୁହଁତୋଡ ଜବାବ । ପ୍ରତାପଙ୍କୁ ଧନ୍ୟବାଦ , ମୋ କଥା କିଛିି ପରିମାଣରେ ତାଙ୍କୁ ଆଘାତ ଦେଉଛି । ପ୍ରତାପ ଦେବ ପରାମର୍ଶ ଦେଇଛନ୍ତି , ତାଙ୍କ କଥା କଣ ବେଦର ଗାର । ମୁଁ ତିନିଟି ଭୂମିକାରେ ଅଛି , ତେଣୁ ଦ୍ୱନ୍ଦ ରହିବା ସ୍ୱାଭାବିକ । ଯାହା ସମ୍ପାଦକୀୟ ଲେଖୁଛି, ତାହା କିଭଳି ଅନୁଶାସନ ବାହାରେ ବୁଝିପାରୁନି । ମୁଁ ବିଜେଡିକୁ ଭଲ ପାଏ , ଦଳର ଦୋଷ ଦୁର୍ବଳତା ସୁଧାରିବା ଦାୟିତ୍ୱ । ମୁଁ ଦଳ କାହିଁକି ଛାଡିବି , ନିଲମ୍ବନ ଅଧିକାର ଅଛି , ସେମାନେ କରିପାରିବେ । ଦଳ ଶକ୍ତିଶାଳୀ ଅଛି ବୋଲି ଆମେ ନାହିରେ ତେଲ ଦେଇ ବସିବା ନାହିଁ ।
ଅନ୍ୟପଟେ ଦଳୀୟ ଫୋରମ କେଉଁଠି ବୋଲି ପଚାରିଲେ ସୈାମ୍ୟ । ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ପ୍ରଶ୍ନରେ ଜବାବ । ଦଳୀୟ ଫୋରମ କଣ ତୃତୀୟ ମହଲାରେ ଅଛି କି ପଚାରିଲେ । ଦରମାଭୋଗୀ ସଚିବ ମାନେ ଦଳୀୟ କାମରେ ମୁଣ୍ଡ ପୂରାଇବା ଉଚିତ । ଆମ ଦଳରେ କଣ କେହି ନେତା ନାହାନ୍ତି । ଜଣେ ଦୁଇ ଜଣ ଆଇଏଏସ ଅଫିସର କଣ ଦଳ ସମ୍ଭାଳିବେ । ତାଙ୍କର ଯଦି ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା, ଇସ୍ତଫା ଦିଅନ୍ତୁ ।
ପୁରା ଧୋଇଦେଲେ ସୈାମ୍ୟ, ଦଳୀୟ ଫୋରମ କେଉଁଠି ବୋଲି କଲେ ପ୍ରଶ୍ନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











