The Ultimate Managed Hosting Platform
ADVERTISEMENT

ଥାନାରୁ ଅଭିଯୁକ୍ତ ଚମ୍ପଟ

Facebook
Twitter
LinkedIn

ଆଠଗଡ: ଆଠଗଡ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଅଭିଯୁକ୍ତ ଜଣଙ୍କ ଅମୃତମଣୋହିପାଟଣା ଗାଁର ବିରଞ୍ଚô ମନ୍ତ୍ରୀ । ଗଣ୍ଡଗୋଳ ମାମଲାରେ ରାତିରେ ଧରି ଆଣିଥିଲା ପୋଲିସ । ସୂଚନା ଅନୁସାରେ ଜଗି ରହିଥିବା ପୋଲିସ୍ କର୍ମଚାରୀ ଶୋଇ ପଡ଼ିଥିବା ବେଳେ କଏଦୀ ଜଣକ ଥାନାରୁ ଚମ୍ପଟ ମାରିବା କଥା କୁହାଯାଉଛି । ସେପଟେ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ କଏଦୀଙ୍କ ପତ୍ତା ମିଳୁ ନଥିବା ଜଣା ପଡିଛି। ଆଠଗଡ଼ SDPO ଓ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ସୂଚନା ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login