କଟକ : ସାଂସଦ ଅନୁଭବଙ୍କ ଭାଇ ଅନୁପ୍ରାସଙ୍କ ଜମି ଦଖଲ ବେଳେ ଉତ୍ତେଜନା । ଦଖଲ ପାଇଁ ଯାଇଥିବା ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ସହ ସ୍ଥାନୀୟ ଲୋକଙ୍କ ଯୁକ୍ତି । କଟକ ସେଲଟର ଛକ ସ୍ଥିତ ନେତାଜୀ ନଗରରେ ଉତ୍ତେଜନା । ନିଜ ଜମି ଦର୍ଶୀାଇ ବ୍ୟାଙ୍କ ଅଧିକାରୀଙ୍କ ସହ ଏକ ସଂଗଠନରେ ଯୁକ୍ତିତର୍କ । ଅନୁପ୍ରାସ ସେମାନଙ୍କ ଜମି ଜବରଦଖଲ କରିଥିବା ଅଭିଯୋଗ କଲେ । ୨୦୧୩ରେ ଗଣ୍ଡରପୁର ବ୍ରାଞ୍ଚରୁ ୫୬ ଲକ୍ଷର ରୁଣ ନେଇଥିଲେ ଅନୁପ୍ରାସ । ରୁଣ ପରିଶୋଧ ନ କରିବାରୁ ଜମି ଜବର ଦଖଲ ପାଇଁ ଯାଇଛି ବ୍ୟାଙ୍କ । ସ୍ଥାନୀୟ ଲୋକ ଓ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ।
Views: 101











