କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଷ୍ଟେସନରୁ ୩ ଅଚେତ ଛାତ୍ର ଉଦ୍ଧାର , ମେଡିକାଲରେ ଭର୍ତ୍ତି । କାଲି ରାତିରେ ସମ୍ବଲପୁରରୁ ୫ ଛାତ୍ର ଟ୍ରେନ ଯୋଗେ ଫେରିଥିଲେ । କଣ୍ଟାବାଞ୍ଜି ଷ୍ଟେସନରେ ରାତିରେ ସେମାନେ ବିଶ୍ରାମ କରିଥିଲେ । କେହି ଜଣେ ସେମାନଙ୍କୁ ମୃଦ୍ୟୁ ପାନୀୟ ପିଇବାକୁ ଦେଇଥିଲା ।
ଗତ ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ ଝଝଉ ପରୀକ୍ଷା ଥିଲା। ସେଥିପାଇଁ ବେଳପଡା ଥାନା ଅଞ୍ଚଳର ରେଙ୍ଗାଲି ଗାଁର ବଳରାମ ମେହେର, ସୁବାଷ ମେହେର, ଥୁଡିବାହାଲ ଗାଁର ଆନନ୍ଦ ଭୋଇ, ପାଲେସିରା ଗାଁର ବଲବନ୍ତ କୁଅର ଓ ପଲ୍ଲୀମାଲ ଗାଁର ସିଶୀଳ ମହାନନ୍ଦ ସମସ୍ତେ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ସାରି ଛାତ୍ରମାନେ ଗତକାଲି ରାତିରେ ଇସ୍ପାତ ଟ୍ରେନ ଯୋଗେ କଣ୍ଟାବାଞ୍ଜିକୁ ଆସିଥିଲେ। ୫ ଜଣ ଛାତ୍ର କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇ ୱେଟିଙ୍ଗ ହଲରେ ବସିଥିଲେ । ସେହି ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ସେମାନଙ୍କୁ ପିଇବାକୁ ଦେଇଥିଲା । ସେମାନଙ୍କୁ ମଧ୍ୟରୁ ୪ଜଣ ଥଣ୍ଡା ପିଇଥିବା ବେଳେ ଜଣେ ଛାତ୍ର ପିଇ ନଥିଲେ। ପରେ ସମସ୍ତ ଛାତ୍ର ଶୋଇପଡ଼ିଥିଲେ।
୩ ଅଚେତ ଛାତ୍ର ଉଦ୍ଧାର , ଜଣେ ନିଖୋଜ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







