ଭଦ୍ରକ : ଷ୍ଟେସନ ପାଖ ଏକ ଲଜରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଉଦ୍ଧାର ପରେ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ । କାଲି ୨ ଜଣ ଯୁବକ ଯୁବତୀ ଷ୍ଟେସନ ପାଖ ଲଜରେ ରହିଥିଲେ । ରାତିରେ ଯୁବକ ଜଣଙ୍କ କୈାଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଲଜରେ ଥିବା ଯୁବତୀଙ୍କ ସହାୟତାରେ ଯୁବକଙ୍କୁ ମେଡିକାଲ ନିଆଯାଇଥିଲା । ସମ୍ପୃକ୍ତ ଯୁବତୀଙ୍କୁ ସୁଧାରଗୃହକୁ ପଠାଇ ପୋଲିସର ଛାନଭିନ ।
Views: 78