ଉମରକୋଟ : ନାବାଳିକାର ମୃତଦେହ ବିଲ ମଝି କୂଅରୁ ଉଦ୍ଧାର । ରାଇଘର ଥାନା ଖୁତୁଗାଁରେ ଜଣଙ୍କ ଚାଷ ଜମି କୂଅରୁ ମିଳିଲା ମୃତଦେହ । ଝିଅକୁ କେହି ହତ୍ୟା କରି କୂଅରେ ଫିଙ୍ଗିଥିବା ପରିବାରର ଅଭିଯୋଗ ।
Views: 95
ଉମରକୋଟ : ନାବାଳିକାର ମୃତଦେହ ବିଲ ମଝି କୂଅରୁ ଉଦ୍ଧାର । ରାଇଘର ଥାନା ଖୁତୁଗାଁରେ ଜଣଙ୍କ ଚାଷ ଜମି କୂଅରୁ ମିଳିଲା ମୃତଦେହ । ଝିଅକୁ କେହି ହତ୍ୟା କରି କୂଅରେ ଫିଙ୍ଗିଥିବା ପରିବାରର ଅଭିଯୋଗ ।
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...