The Ultimate Managed Hosting Platform
ADVERTISEMENT

ଘର ଭିତରୁ ନବଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Facebook
Twitter
LinkedIn

ବାଙ୍କୀ: ଉଦ୍ଧାର ହେଲା ନବଦମ୍ପତିଙ୍କ ମୃତଦେହ। ଘର ଭିତରୁ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମାତ୍ର ୭ ମାସ ତଳେ ଦୁଇ ଜଣଙ୍କ ବିବାହ ହୋଇଥିଲା। ବାଙ୍କୀ ଭେଡା ରାମଚନ୍ଦ୍ରପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ କବାଟ ନ ଖୋଲିବାରୁ ଘର ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଦୁଇ ଜଣ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login