The Ultimate Managed Hosting Platform
ADVERTISEMENT

ଦିଗପହଣ୍ଡିରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ,ଉପନିର୍ବାଚନ ସ୍ଥଗିତ

Facebook
Twitter
LinkedIn

ଦିଗପହଣ୍ଡ : ବ୍ଲକ କାର୍ଯ୍ୟାଳୟ ଆଗରେ ଗୋଷ୍ଠୀର ବିକ୍ଷୋଭ ପ୍ରଦର୍ଶନ । ଟାୟାର ଜାଳି ରାସ୍ତା ଅବରୋଧ ସହ ନାରାବାଜି ଓ ଉତ୍ତେଜନା । ବ୍ଲକ ସାମ୍ନାରେ ବ୍ୟାରିକେଡ ଭାଙ୍ଗିଲେ ଗୋଟିଏ ଗୋଷ୍ଠୀ । ଆଜି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ନେଇ ପୂର୍ବରୁ ବିଜ୍ଞପ୍ତି ଜାରି ହୋଇଥିଲା । ଶେଷ ମୁହୂର୍ତ୍ତରେ ବାତିଲ ନେଇ ତାତିଲେ ଗୋଟିଏ ଗୋଷ୍ଠୀ । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ଉପନିର୍ବାଚନ ସ୍ଥଗିତ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ରିପୋର୍ଟ ଆାଧାରରେ ସ୍ଥଗିତ ରହିଛି ଉପ ନିର୍ବାଚନ । କିଛି ସମିତି ସଭ୍ୟଙ୍କୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login