The Ultimate Managed Hosting Platform
ADVERTISEMENT

ସୁନା ଦୋକାନୀଙ୍କୁ ହାଣି ଲୁଟ

Facebook
Twitter
LinkedIn

ବାଲିଗୁଡା : ଜୁଏଲାରୀ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ । ଗୁଳି ଫୁଟାଇ ଗହଣା ବ୍ୟାଗ ଝାମ୍ପିନେଲେ ଦୁର୍ବୃତ୍ତା ନେହୁରୁ ଛଳରେ ପାଟ୍ଟଖଣ୍ଡ ଜୁଏଲାରୀ ମାଲିକଙ୍କଠୁ ଲୁଟ । ବାଇକରେ ଆସି ୩ ଦୁର୍ବତ୍ତ ଝାମ୍ପିନେଲେ ବ୍ୟାଗ । ଆହତ ଅବସ୍ଥାରେ ମାଲିକ ସୁବାସ ଆଚର୍ ମେଡିକାଲରେ ଭର୍ତ୍ତି । ସୂଚନା ଅନୁସାରେ ପାଟ୍ଟଖଣ୍ଡା ଜୁଏଲାରୀ ମାଲିକ ସୁବାସ ଆଚାରୀ ଘରୁ ବାହାରି ଦୋକାନ ଖୋଲିବାକୁ ଆସିଥିଲେ । ଦୋକାନ ଖୋଲିବା ସମୟରେ ଏକ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ବନ୍ଧୁକରୁ ଗୁଳି କରି ପ୍ରଥମେ ଆତଙ୍କ ଖେଳାଇ ଦେଇଥିଲେ । ଏହାପରେ ଜୁଏଲାରୀ ମାଲିକ ସୁବାସୀ ଆଚରୀଙ୍କୁ ଭୁଜାଲିରେ ହାଣି ସୁନା ବ୍ୟାଗ ଛଡାଇ ନେଇ ଚମ୍ପଟ ମାରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଅବସ୍ଥାରେ ସୁବାସ ଆଚାରୀଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ବୃତ୍ତଙ୍କ ପିଛା କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login