The Ultimate Managed Hosting Platform
ADVERTISEMENT

ବଂଶଧାରା ନଦୀରେ ବୁଡି ୨ନିଖୋଜ ଘଟଣା : ଉଦ୍ଧାର ହେଲା ଜଣଙ୍କ ମୃତଦେହ

Facebook
Twitter
LinkedIn

ଗୁଣପୁର : ବଂଶଧାରାରେ ଭାସି ନିଖୋଜ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର। ମୀନାଝୋଲା ଶୌବ ପୀଠକୁ ଦର୍ଶନ କରିବାକୁ ଯାଇ ବଂଶଧାରା ନଦୀ ଜଳସ୍ରୋତରେ ଭାସିଯାଇଥିଲେ। ଗୁଡାରିବ୍ଲକ ଅନ୍ଧାରିଗୁଡ଼ା ନିକଟ ଏକ ବ୍ରିଜ ତଳୁ ୯ବର୍ଷର ନାବାଳକ ରତ୍ନାକର ବଡ଼ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି। ରତ୍ନାକରଙ୍କ ମୃତଦେହ ଏକ ଖୁଣ୍ଟରେ ଲାଗି ରହିଥିବା ଦେଖିଥିଲେ ଗ୍ରାମବାସୀ। ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ଆସି ମୃତଦେହକୁ ଉଦ୍ଧାର କରିଛନ୍ତି। ଗତକାଲି ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ବଂଶଧାରା ନଦୀରେ ଭାସି ୨ ଜଣ ନିଖୋଜ ହୋଇଯାଇଥିଲା। ଏମାନଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ବୋଲି ଜଣାପଡିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login