The Ultimate Managed Hosting Platform
ADVERTISEMENT

ସିବିଆଇ ଅଧିକାରୀ କହି ଠକେଇ, ଆଉ ୩ ଅଟକ

Facebook
Twitter
LinkedIn

ଭୁବନେଶ୍ୱର : ସିବିଆଇ ଅଧିକାରୀ କହି ୨ କୋଟି ଲୁଟ ମାମଲା । ଅନ୍ୟ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସର ପଚରାଉଚରା । ଝାରପଡା ଜେଲରେ ଅନ୍ୟ ୫ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ । ଅଗଷ୍ଟ ୨ ତାରିଖ ସନ୍ଧ୍ୟାରେ ଘରେ ପଶିଥିଲେ ଲୁଟେରା । ନିବାରଣ ପାଣଇଙ୍କୁ ସିବିଆଇ ଅଧିକାରୀ କହି ଲୁଟିଥିଲେ । ମାଷ୍ଟରମଆଇଣ୍ଡ ଥିଲା ନିବାରଣଙ୍କ ସମ୍ପର୍କୀୟ ଡ୍ରାଇଭର । ନିବାରଣଙ୍କ ଟଙ୍କାର ତଦନ୍ତ କରିପାରେ ଆୟକର ବିଭାଗ । କେଉଁଠୁ ୨ କୋଟି ଆଣିଲେ ତନାଘନା କରିପାରେ ଆଇଟି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login