The Ultimate Managed Hosting Platform
ADVERTISEMENT

କେରଳରେ ଖୋଲିଲା ଭାରତର ପ୍ରଥମ AI ସ୍କୁଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତକୁ ନିଜର ପ୍ରଥମ AI ସ୍କୁଲ ମିଳିଛି । କେରଳର ଥିରୁଅନନ୍ତପୁରମ ଠାରେ ଏହି ସ୍କୁଲ ଆରମ୍ଭ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସ୍କୁଲର ଉଦଘାଟନ କରିଛନ୍ତି । ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ସ୍କୁଲର ନାମ ଶାନ୍ତିଗିରି ବିଦ୍ୟାଭବନ । ଏହି ସ୍କୁଲ ଅନ୍ୟ ସ୍କୁଲମାନଙ୍କ ପରି ହୋଇଥିଲେ ହେଁ ଏଠାରେ ମାନବ ଶିକ୍ଷକଙ୍କ ବ୍ୟତୀତ AI ଟୁଲରେ ମଧ୍ୟ ପିଲାମାନଙ୍କୁ ପଢ଼ାଯିବ ଏବଂ ସେମାନଙ୍କୁ ଅନେକ ବିଷୟରେ ସୂଚନା ଦିଆଯିବ । ଏହି AI ସ୍କୁଲ iLearning Engine (ILE) USA ଏବଂ ବୈଦିକ ଇସ୍କୁଲ୍ ର ସହଯୋଗରେ ନିର୍ମାଣ କରାଯାଇଛି । AI ଟୁଲ୍ ସାହାଯ୍ୟରେ ସ୍କୁଲର ପାଠ୍ୟକ୍ରମକୁ ଡିଜାଇନ୍, ପର୍ସନାଲାଇଜ୍ଡ ଲାର୍ଣ୍ଣିଙ୍ଗ, ମୂଲ୍ୟାଙ୍କନ ଏବଂ ଛାତ୍ର ସମର୍ଥନ ସହିତ ଶିକ୍ଷାର ବିଭିନ୍ନ ଦିଗରେ ଏହାର ବ୍ୟବହାର କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login