The Ultimate Managed Hosting Platform
ADVERTISEMENT

ଡିଏଫଓଙ୍କ ଘରେ ଭିଜିଲାନ୍ସ

Facebook
Twitter
LinkedIn

ରାୟଗଡା : ରାୟଗଡା ଡିଏଫଓ ବିଜୟ ପରିଡାଙ୍କ ଘରେ ଭିଜିଲାନ୍ସ ରେଡ । ରାୟଗଡାର ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନରେ ରେଡ । ଯାଜପୁରରେ ଦାନଗଦୀ ନିକଟ ଦାମୋଦରପୁର ପୈତୃକ ଘରେ ରେଡ । ଜଣେ ସମ୍ପର୍କୀୟଙ୍କ କଟକରେ ଥିବା ୨ଟି ଘରେ ରେଡ । ଡିଏପଓଙ୍କ ଭୁବନେଶ୍ୱର ପଟିଆ ସ୍ଥିତ ଘରେ ମଧ୍ୟ ରେଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login