The Ultimate Managed Hosting Platform
ADVERTISEMENT

ହିମାଚଳ ପ୍ରଦେଶ : ଭୂସ୍ଖଳନରେ ୫ ଜଣଙ୍କ ମୃତ୍ୟୁ

Facebook
Twitter
LinkedIn

ସିମଲା:ପୁଣି ହିମାଚଳ ପ୍ରଦେଶରେ ଭୂସ୍ଖଳନ । ଦେବଭୂମିରେ କୁମନି ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାରେ ସରାଜରେ ବଡ଼ ଧରଣର ଭୂସ୍ଖଳନ । ପାହାଡ଼ରୁ ଭୂସ୍ଖଳନ ହେବା ଫଳରେ ଏକ ଘର ଉପରେ ମାଡ଼ି ବସିଛି । ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ଦମ୍ପତି ରହିଛନ୍ତି । ଏମାନେ ଝାରଖଣ୍ଡରୁ ଆସି ଏଠାରେ ଶ୍ରମିକଭାବେ କାମ କରୁଥିଲେ ।ପାଣିପାଗ ବିଭାଗର ଶିମଲା ସେଣ୍ଟର ଅନୁଯାୟୀ, ହିମାଚଳ ପ୍ରଦେଶର ସିରମୁର, ସୋଲାନ, ଶିମଲା ବିଳାସପୁର, ମାଣ୍ଡି, ହମିରପୁର ଏବଂ କାଙ୍ଗ୍ରା ଠାରେ ବୁଧବାର ରେଡ ଆଲର୍ଟ ଜାରି କରାଯାଇଛି। ସେହିଭଳି ଗୁରୁବାର ରାଜ୍ୟର ୭ ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login