The Ultimate Managed Hosting Platform
ADVERTISEMENT

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

Facebook
Twitter
LinkedIn

ମୋହନା : ସ୍ତ୍ରୀକୁ ଶାବଳରେ ପିଟିପିଟି ମାରିଲା ମାତାଲ ସ୍ୱାମୀ । ରାଣୀଖମା ଗାଁର ପାରିବାରିକ କଳହରୁ ହତ୍ୟାକାଣ୍ଡ । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସର ଛାନଭିନ । ଘରୋଇ କଳିରୁ ଶାବଳରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ମୃତକ ସରୁଗଳା ମଳିକ। ଗତକାଲି ରାତିରେ ରାଣୀଖମା ଗାଁର ହାଡୁ ମଳିକ ଓ ସ୍ତ୍ରୀ ସରୁଗଳା ମଳିକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁରେନ୍ଦ୍ର ସ୍ତ୍ରୀକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ସଗୁଗଳା। ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login