ପାରାଦୀପ : ଅଙ୍ଗନବାଡି ଦିଦିଙ୍କୁ ବ୍ଲାକମେଲ ପୂର୍ବକ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ଅଭିଯୋଗରେ ଜଣେ ଡିଲରର ପୁଅ ଆଦର୍ଶ ଥାନାରେ ଅଟକ । ଦୁଷ୍କର୍ମର ଭିଡିଓ କରି ଦେଢ ବର୍ଷରୁ ଅଧିକ ସମୟ ଧରି ବ୍ଲାକମେଲ କରୁଥିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଅଟକ ସହ ପୀଡିତାଙ୍କ ଡାକ୍ତରୀମାଇନା କରାଇଲା ପୋଲିସ । ରାସନକାର୍ଡରେ ଅଙ୍ଗନବାଡି ଦିଦିଙ୍କ ପୁଅ ନାଁ ଏଣ୍ଟ୍ରି କରାଇଦେବା ଆଳରେ ଦୁଷ୍କର୍ମ ।
Views: 104











