The Ultimate Managed Hosting Platform
ADVERTISEMENT

ଧଉଳି ଏସଆଇଙ୍କୁ ଆକ୍ରମଣ

Facebook
Twitter
LinkedIn

ଭୁବନେଶ୍ୱର : ନିଶା ମାଫିଆଙ୍କ ମାଡରେ ଧଉଳି ଥାନା ଏସଆଇ ଆହତ । ଧଉଳି ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ ରେଡ୍ ବେଳେ ଆକ୍ରମଣ । ନିଶା କାରବାର ଚାଲିଥିବା ବେଳେ ରେଡ କରିଥିଲେ ଏସଆଇ ରମେଶ ଭୋଳ । ୪ ଅଭିଯୁକ୍ତ ଗିରଫ , ଆଉ କିଛି ଚମ୍ପଟ ମାରିଥିବା ସୂଚନା ।
ଖବର ଅନୁଯାୟୀ, ଧଉଳି ଥାନା ଏସବିଆଇ ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିଲା ନିଶା କରିବାର। ଘଟଣାର ଖବର ପାଇ ଏସଆଇ ସନ୍ତୋଷ ବଳ ନିଶା ମାଫିଆଙ୍କୁ ଧରିବା ପାଇଁ ଚଢାଉ କରିଥିଲେ। ଏହି ସମୟରେ ମାଫିଆ ମାନେ ଏସ ଆଇଙ୍କ ମୁଣ୍ଡକୁ ହାତୁଡ଼ିରେ ବାଡେଇଥିଲେ। ଫଳରେ ଆକ୍ରମଣରେ ଶିକାର ହୋଇଥିବା ପୋଲିସ କର୍ମଚାରୀ ଆହତ ଅବସ୍ଥାରେ ଡାକ୍ତର ଖାନରେ ଭର୍ତ୍ତି ହୋଇଛନ୍ତି। ସେପଟେ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login