ଭୁବନେଶ୍ୱର : ବନ୍ଦ ଘରେ ପଡିରହିଛି ୨ ଯୁବକଙ୍କ ମୃତଦେହ । ମଇଁଷି ଗୁହାଳ ନିକଟ ବନ୍ଦ ଘରେ ୨ ମୃତଦେହ ପଡିରହିଛି । ବାଲିଅନ୍ତା ଥାନା ରାମଚନ୍ଦ୍ରପୁରରେ ଅଭାବନୀୟ ଘଟଣା । ମୃତକ ହେଲେ ସୁଶାନ୍ତ ଦାଶ ଓ ଜଗବନ୍ଧୁ ବେହେରା । ଉଭୟ ମଇଁଷି ଫାର୍ମ କର୍ମଚାରୀ ବୋଲି ସୂଚନା ମିଳିଛି । ତେବେ କେମିତି ଉଭୟଙ୍କର ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି । ମୃତ୍ୟୁର କାରଣ ଅସ୍ପଷ୍ଟ , ଘଟଣାସ୍ଥଳରେ ପୋଲିସର ତଦନ୍ତ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି ।
Views: 100