The Ultimate Managed Hosting Platform
ADVERTISEMENT

ପ୍ରେମ ପାଇଁ ହତ୍ୟା ,ମା ଆଗରେ ନାବାଳିକାକୁ ଛୁରି ଭୁସିଲା ପ୍ରେମିକ

Facebook
Twitter
LinkedIn

ମୁମ୍ବାଇ: ପ୍ରେମ ବ୍ୟାପାରକୁ ନେଇ ମା’ ଆଗରେ ଜଣେ ୧୨ ବର୍ଷ ବୟସ୍କା ନାବାଳିକାକୁ ଛୁରି ଭୁସିଲା ପ୍ରେମିକ । ଘଟଣା ଘଟିଛି ମହାରାଷ୍ଟ୍ରର କଲ୍ୟାଣରେ । ୨୦ ବର୍ଷ ବୟସ୍କ ପ୍ରେମିକ ନାବାଳିକାଙ୍କୁ ୧୦ ଥର ଛୁରି ଭୁସିବା ପରେ ନାବାଳିକାର ମୃତ୍ୟୁ ଘଟିଛି । ହତ୍ୟା ପରେ ଅଭିଯୁକ୍ତ ଆଦିତ୍ୟ କୁମ୍ବଲେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାବେଳେ ତାକୁ ଅଟକ ରଖାଯାଇଛି । କଲ୍ୟାଣର ତିସଗାଁ ଅଞ୍ଚଳରେ ଜଣେ ନାବାକିକାଙ୍କୁ ଏକତରଫା ପ୍ରେମ କରୁଥିଲା ଆଦିତ୍ୟ । ତେବେ ନାବାଳିକାଙ୍କ ମା’ ଏହାକୁ ଅଗ୍ରାହ୍ୟ କରିଥିଲେ । ଫଳରେ ଉତ୍ତ୍ୟକ୍ତ ହୋଇ ଖୋଦ୍ ମା’ ଆଗରେ ନାବାଳିକାଙ୍କୁ ୧୦ ଥର ଛୁରି ଭୁସିଥିଲା ଆଦିତ୍ୟ । ଗୁରୁତର ଆହତ ଅବସ୍ଥାରେ ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । କୋଲସେଓ୍ବାଡି ପୋଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login