ମୋହନା : ରୁଣ ବୋଝ ନେଇଜ୍ଞଲା ଜୀବନ । ରୁଣ କରି ସୁଝି ନ ପାରିବାରୁ ଚାଷୀ କଲେ ଆତ୍ମହତ୍ୟା । କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ରୁଣ ଭାର ସହି ନ ପାରି କୀଟନାଶକ ପିଇଥିବା ପତ୍ନୀଙ୍କ ଅଭିଯୋଗ । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସୀଧୀନ ଅବସ୍ଥାରେ ଚାଷୀଙ୍କ ମୃତ୍ୟୁ । ଅଡବା ଥାନା ପଟାଚାଂଛଡା ଗାଁର ଚାଷୀ ଗୈାର ଚନ୍ଦ୍ର କାର୍ଜୀଙ୍କ ମୃତ୍ୟୁ । ରଣ କରି ମକା ଓ ଧାନ କରିଥିଲେ , ଅମଳ ନ ହେବାରୁ ଚାପରେ ଥିଲେ ।
Views: 98