ଭୁବନେଶ୍ୱର : ରାଜ୍ୟରେ ଆଗୁଆ ନିର୍ବାଚନ ଓ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗ । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା । ଆଗୁଆ ନିର୍ବାଚନ ପାଇଁ ତରତର କାହିଁକି ? ୫ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି କାମ କରନ୍ତୁ । ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ର ସ୍ୱୀକାର ନ କରିବା ଯାଏଁ ନିର୍ବାଚନ କେମିତି ହେବ । ଯେବେ ବି ଓଡିଶାରେ ନିର୍ବାଚନ ହେବ ବିଜେପି ପ୍ରସ୍ତୁତ ଅଛି । ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନାହିଁ । ବିଜେଡି ବିରୋଧରେ ବିଜେପି , ଏଥିରେ କୈାଣସି ଦ୍ୱନ୍ଦ ନାହିଁ ।
Views: 94