The Ultimate Managed Hosting Platform
ADVERTISEMENT

ନବ ଦାସ ହତ୍ୟା : ଟିକେଟ ଖୋଲିଲା ଗୁମର !

Facebook
Twitter
LinkedIn

ଭୁବନେଶ୍ୱର : ନବ ଦାସଙ୍କ ଓପିଡି ଟିକେଟକୁ ନେଇ ଚାଞ୍ଚଲ୍ୟକର ଖୁଲାସା । ଝାରସୁଗୁଡା ମେଡିକାଲର ଓପିଡି ଟିକେଟ ଖୋଲିଲା ଗୁମର । ଜିଲ୍ଲା ହସ୍ପିଟାଲରେ ନବଙ୍କୁ ଚିକିତ୍ସା କରାଯାଇ ନ ଥିବା ସନେ୍ଦହ । ସ୍ଥାନାନ୍ତର ପରାମର୍ଶ ଛଡା ଚିକିତ୍ସା ବାବଦରେ ସୂଚନା ନାହିଁ । ମିଳିଥିବା ଓପିଡି ଟିକେଟ୍ରେ ଶ୍ରୀ ଦାସଙ୍କୁ କେବଳ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସମ୍ପର୍କରେ ଉଲ୍ଳେଖ ରହିଥିବା ବେଳେ ଘଟଣା ସମୟରେ ତାଙ୍କର ରକ୍ତଚାପ, ହୃତ୍ ସ୍ପନ୍ଦନ କେତେ ଥିଲା, ଡାକ୍ତର ଆଉ କ’ଣ ଦେଖିଲେ, ଏଠାରେ ଶ୍ରୀ ଦାସଙ୍କର କ’ଣ ଚିକିତ୍ସା କରାଗଲା ସେସମ୍ପର୍କରେ ଗୋଟିଏ ବି ପଦ ଉଲ୍ଳେଖ ନାହିଁ। ଯାହାକୁ ନେଇ ବଢୁଛି ସନେ୍ଦହ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login