ନୂଆଦିଲ୍ଲୀ : ମଣିପୁର ଗସ୍ତରେ ବିରୋଧୀ ମେଣ୍ଟ INDIA ର ପ୍ରତିନିଧି । ୧୬ଟି ବିଭିନ୍ନ ଦଳର ୨୧ ସାଂସଦଙ୍କ ୨ ଦିନିଆ ମଣିପୁର ଗସ୍ତ । ଅଧୀର ରଞ୍ଜନ ଚୈାଧୁରୀ, ସୁସ୍ମିତା ଦେବ , କାନିମୋଇ ପ୍ରମୁଖଙ୍କ ଗସ୍ତ । ମଣିପୁରରେ ସ୍ଥ୍ିତି ଅନୁଧ୍ୟାନ କରିବେ ୨୧ ଜଣିଆ ପ୍ରତିନିଧି ଦଳ । ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରି ପୀଡିତଙ୍କ ସହ ଆଲୋଚନା କରିବେ । ବିଭିନ୍ନ ସଂପ୍ରଦାୟ ଲୋକଙ୍କ ସହ ମଧ୍ୟ ଆଲୋଚନା କରିବେ ।
Views: 79