The Ultimate Managed Hosting Platform
ADVERTISEMENT

ଜମି ପାଇଁ ଭାଇକୁ ହତ୍ୟା

Facebook
Twitter
LinkedIn

ବ୍ରହ୍ମପୁର : ଜମି ପାଇଁ ସମ୍ପର୍କୀୟ ଭାଇକୁ ଶାବଳରେ ପିଟି ହତ୍ୟା । ପାଟପୁର ଥାନା ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗାଁରେ ହତ୍ୟାକାଣ୍ଡ । ବଡବାପା ପୁଅ ଶାବଳ ମାଡରେ ଦାଦା ପୁଅର ମୃତ୍ୟୁ ।
ଗତକାଲି ରାତିରେ ଜମିବାଡ଼ି କାରଣକୁ ନେଇ ବଡ଼ ବାପା ପୁଅ ଓ ଦାଦା ପୁଅ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବଡ଼ ବାପା ପୁଅ ଭାଇ ଦାଦା ପୁଅ କୁଲୁ ପ୍ରଧାନଙ୍କ ମୁଣ୍ଡକୁ ଶାବଳରେ ପିଟି ଦେଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ତ ଆଡ଼ପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login