ଭୁବନେଶ୍ୱର : ପୁଣି ଅପରାଜିତାଙ୍କ ଟାର୍ଗେଟ । କିନ୍ତୁ ନେଇ ନାହାନ୍ତି କାହାର ବି ନାଁ । ଜଣେ ଅଣ ଓଡିଆଙ୍କୁ ଟାର୍ଗେଟ କଲେ ଅପରାଜିତା । ଜଣେ ଅଣଓଡିଆ ବ୍ୟକ୍ତିଙ୍କ ଜମି କେଳେଙ୍କାରୀ କଥା କହିଲେ ଅପରାଜିତା । ଟାଙ୍ଗି ଜନସଭାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବଡ ସୂଚନା । ଚନ୍ଦକାରେ ଜଣେ ଅଣ ଓଡିଆ ବ୍ୟକ୍ତିଙ୍କ ସ୍ତ୍ରୀ ଏକର ଏକର ଜମି ଅକ୍ତିଆର କଲେଣି । ସାଂସଦ ଭାବେ ଖୁବ ଶୀଘ୍ର ତାହାର ତଦନ୍ତ କରି କଥା ସାମ୍ନାକୁ ଆଣିବି ।
Views: 75