କୋରାପୁଟ : ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ସ୍ବତନ୍ତ୍ର ସଚିବ ଗଙ୍ଗାଧର ନାୟକ କୋରାପୁଟ ଜିଲ୍ଲାକୁ ଆଜି ଦିନିକିଆ ଗସ୍ତରେ ଆସିଥିଲେ । ଏହା ପରେ ଲକ୍ଷ୍ମୀପୁର ବ୍ଲକରେ ପହଞ୍ଚି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ଦ୍ଵାରା ଚାଷୀଙ୍କୁ ବିଭିନ୍ନ ସ୍କିମ୍ ରେ ପ୍ରୋତ୍ସାହନ ରାଶି ପ୍ରଦାନଥିଲେ । ଏଥି ସହ ସ୍ଵୟଂ ସହାୟକ ମହିଳା ମାନେ କରିଥିବା କୁକୁଡ଼ା ଫାର୍ମ, ଛେଳି ଫାମ୍, ଇତ୍ୟାଦିକୁ କେଉଁ ଭଳି ଭାବେ କାର୍ୟ୍ୟ କାରି କରାଯାଇଛି ସେଗୁଡିକ ତଦାରଖ କରିଥିଲେ । ସ୍ୱତନ୍ତ୍ର ସଚିବଙ୍କ ସହ କୋରାପୁଟ ଜିଲ୍ଲାର ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଅରୁଣ କୁମାର ବେହେରା ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ଉପ ଅଧିକାରୀ ଡାକ୍ତର ବିଚିତ୍ରାନନ୍ଦ ଦାସ (ପଶୁ ରୋଗ ନିୟନ୍ତ୍ରଣ ) ଏବଂ ଲକ୍ଷ୍ମୀପୁର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଜୀବନ କୁମାର ମୁଣ୍ଡା, ଡାକ୍ତର ମନୋଜ କୁମାର ବେହେରା, ଭ୍ରାମ୍ୟମାଣ ଡାକ୍ତର ଅତୁତୋଷ ମଲ୍ଲିକ, କାକିରିଗୁମ୍ମା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡ଼ାକ୍ତର ଅଙ୍କିତ କୁମାର ପାଣିଗ୍ରାହୀ ଏବଂ ପଞ୍ଚଡ଼ା ଏଲ୍.ଆଇ. ଲାଲ୍ ବାହାଦୁର ବିଷୋୟୀ, ତୋୟାପୁଟ ଏଲ୍.ଆଇ. ରବିନାରାୟଣ ସାହୁ, ଚମ୍ପି ଏଲ୍.ଆଇ.ରଞ୍ଜିତ ଗୁଡ୍ଲା ଓ ସହଯୋଗୀ ମତ୍ସ୍ୟ ଅଧିକାରୀ ଲକ୍ଷ୍ମୀପୁର ଦେବିପ୍ରସାଦ କାନୁନଗୋ ଉପସ୍ଥିତ ବିଭିନ୍ନ କୁକୁଡ଼ା, ଛେଳି ଫାମ୍ ଓ ମାଛ ପୋଖରୀ ବୁଲି ଦେଖିଲେ।
ଦିନିକିଆ କୋରାପୁଟ ଗସ୍ତରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ସ୍ବତନ୍ତ୍ର ସଚିବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











