ଅନୁଗୁଳ : ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଉଦ୍ଧାର । କିଆକଟା ଥାନା ବାରେଣୀ ଜଙ୍ଗଲରୁ ମିଳିଲା ଗଳିତ ମୃତଦେହ । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ , ଜାଳିଦେଲେ ପୋଲିସ ଭ୍ୟାନ । ମା ସହ ମନ୍ଦିରରେ ଅଧିଆ ପଡିଥିବା ନାବାଳକ ନିଖୋଜ । ସକାଳୁ ନାବାଳକକୁ ନ ପାଇ ଥାନାରେ ଏତଲା କରିଥିଲେ ପରିବାର । ବାରିଣୀ ଛକରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିଥିଲେ ଲୋକେ ।
Views: 70