ଦଶପଲ୍ଲା : ପୋଖରୀରେ ବୁଡି ୨ ନାବାଳକ ମୃତ । ନୂଆଗାଁ ଥାନା ସୋରଡା ଗାଁରେ ଅଭାବନୀୟ ଘଟଣା । ଗାଧୋଇବା ବେଳେ ବୁଡିଗଲେ ୨ ଅଷ୍ଟମ ଶ୍ରେଣୀ ଛାତ୍ର । ୨ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Views: 129

From my experience, it can be hard as a beginner to know which live dealer games to play. Operators must...
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...