The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିରରୁ ଲୁଟ ଅଭିଯୋଗ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟ ଅଭିଯୋଗ । ଗୁମୁଟର ଦାନବାକ୍ସ ଭାଙ୍ଗି ଲୁଟ କରିଥିବା ଅଭିଯୋଗ । ଶ୍ରୀମନ୍ଦିର ଗାରଦରେ ଲୁଟ ଅଭିଯୋଗ କରାଗଲା । ଶ୍ରୀମନ୍ଦିର ପରିସରରରେ ପଡିଛି ଭଙ୍ଗା ଦାନବାକ୍ତ ଓ ଲୁହାଛଡ । ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ନିକଟରେ ପଡିଛି । ଅଭିଯୋଗ ଆଧାରରେ ଆରମ୍ଭ ହୋଇଛି ତଦନ୍ତ । ଘଟମା ସମ୍ପର୍କରେ ସ୍ପଷ୍ଟ କରିନି ପ୍ରଶାସନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login