The Ultimate Managed Hosting Platform
ADVERTISEMENT

ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା

Facebook
Twitter
LinkedIn

ଭୁବନେଶ୍ୱର : ୨୦୨୪ ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୪ ତାରିଖ ଯାଏ ଚାଲିବ ଦଶମ ପରୀକ୍ଷା । ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା । ମାଟ୍ରିକ ସହ ମଧ୍ୟମା , ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ । ମାର୍ଚ୍ଚ ୧୨ରୁ ଆରମ୍ଭ ହେବ ଖାତା ଦେଖା । ଅତି କମରେ ଖାତା ଦେଖା ୧୨ ଦିନ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଅକ୍ଟୋବର ମାସରେ ହେବ ଫର୍ମ ପୂରଣ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login