The Ultimate Managed Hosting Platform
ADVERTISEMENT

ପୁଣି ରେଳ ଅଘଟଣ ; ବଗି ଛାଡି ପଳାଇଲା ଇଞ୍ଜିନ

Facebook
Twitter
LinkedIn

ଯାଜପୁର : ରେଳ ବିଭାଗର ପିଛା ଛାଡୁନି ଦୁର୍ଦ୍ଦଶା । ପୁଣି ଟଳିଲା ଆଉ ଏକ ରେଳ ଦୁର୍ଘଟଣା । ବଗି ଛାଡି ପଳାଇଲା ଇଞ୍ଜିନ । ମାଲବାହୀ ଟ୍ରେନରୁ ହଠାତ୍ ଅଲଗା ହୋଇଗଲା ଇଞ୍ଜିନ । ଯାଜପୁର ଜିଲ୍ଲା ହରିଦାସପୁର-ପାରାଦୀପ ରେଳପଥର ଏକ ମାଲବାହୀ ଟ୍ରେନର ଇଞ୍ଜିନ ଅଲଗା ହୋଇଯାଇଥିଲା । ଆଜି ସକାଳୁ ହରିଦାସପୁର ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ । ପତରାଜପୁର ନିକଟରେ ହଠାତ୍ ଇଞ୍ଜିନ ଅଲଗା ହୋଇଯାଇଥିଲା। କିଛି ସମୟ ପରେ ରେଳବାଇ କର୍ତ୍ତୃପକ୍ଷ ବଗି ସହ ଇଞ୍ଜନିକୁ ଯୋଡିଥିଲେ। ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିଲା ଟ୍ରେନ । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login