ଭବାନୀପାଟଣା : ଭିଜିଲାନ୍ସ ଜାଲରେ ଭବାନୀପାଟଣା ଜଳ ଯୋଗାଣ ବିଭାଗର ଯନ୍ତ୍ରୀ । ଅତିରିକ୍ତ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ଘରେ ଚଢାଉ । ଭବାନୀପାଟଣା ସ୍ଥିତ ବାସଭବନ , ସରକାରୀ କାର୍ଯ୍ୟାଳୟରେ ଚଢାଉ । ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଘରେ ଭିଜଲାନ୍ସ ବିଭାଗର ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଜଳେଶ୍ୱର ମନ୍ଦିର ରାସ୍ତାରେ ଥିବା ସରକାରୀ ବାସଭବନ ସହ କାର୍ୟ୍ୟାଳୟରେ ଏକକାଳୀନ ଚାଲିଛି ରେଡ୍। ଏବେବି ଚଢାଉ ଜାରି ରହିଛି।
Views: 74