କଟକ : କଟକ ଇଣ୍ଡୋର ଷ୍ଟାଡିୟମରେ ରାଷ୍ଟ୍ରପତି । ହାଇକୋର୍ଟର ୭୫ ତମ ପୂର୍ତ୍ତି ଉତ୍ସବରେ ସାମିଲ ହେଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ।
ଏହା ପୂର୍ବରୁ ମା ଚଣ୍ଡୀଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ମା ଚଣ୍ଡୀଙ୍କ ଦର୍ଶନ ସାରି ପିଲାଙ୍କୁ ଚକୋଲେଟ ବାଣ୍ଡିଲେ ରାଷ୍ଟ୍ରପତି । ଚଣ୍ଡୀ ଛକରେ କାରକେଡରୁ ବାହାରି ଆସି ବାଣ୍ଟିଲେ । ପିଲାଙ୍କ ସହ ହାତ ମିଳାଇବା ସହ ଚକୋଲେଟ ବାଣ୍ଟିଲେ । ସାଧାରଣ ଲୋକଙ୍କ ସହ ହାତ ମିଳାଇଲେ ।
Views: 69