ଭୁବନେଶ୍ୱର : ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଏୟାରପୋର୍ଟରୁ ବାହାରିବା ବେଳେ ଗାଡିରୁ ଓହ୍ଲାଇଲେ । ଗାଡିରୁ ଓହ୍ଲାଇ ଲୋକଙ୍କ ପାଖକୁ ଚାଲି ଚାଲି ଗଲେ । ରାଷ୍ଟ୍ରପତି ସ୍ୱାଗତ ପାଇଁ ଆସିଥିବା ଲୋକଙ୍କ ପାଖକୁ ଗଲେ । ଏୟାରପୋର୍ଟରୁ ଯାଇ ରାଜଭବନରେ ପହଁଚିଲେ ରଷ୍ଟ୍ରପତି ।
Views: 124











