ନୂଆଦିଲ୍ଲୀ : ଆପଣ ମାନେ ଶୁଣିଥିବେ କି ଧୂମ୍ରପାନ ସେବନ କରିବା କିମ୍ବା ଆଲକହଲ ପିଇବା କିନ୍ତୁ ଟଏଲେଟ ପେପର ଖାଇବା କଥା କଣ କେବେ ଶୁଣିଛନ୍ତି କି ? ଏହା ନିହାତି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହି ଘଟଣା ସହ ଯେ ଜଣେ ମହିଳା ଟଏଲେଟ ପେପର ନ ଖାଇ ରହି ପାରନ୍ତି ନାହିଁ । ତେବେ ସେହି ମହିଳା ହେଉଛନ୍ତି ଆମେରିକାର ସକିନା । ଗୋଟିଏ ବର୍ଷରେ ସକିନା ଲକ୍ଷେ ଟଏଲେଟ ପେପର ଖାଇ ଥାଆନ୍ତି । ସେ କହିଛନ୍ତି କି , ଯଦି ସେ ଟଏଲେଟ ପେପର ଖାଇବେ ନାହିଁ ତେବେ ତାଙ୍କର ଦିନ ଭଲ ଅତିବାହିତ ହେବ ନାହିଁ । ଟଏଲେଟ ପେପର ନ ଖାଇ ସେ ରହିପାରିବେ ନାହିଁ । ପ୍ରତିଦିନ ସେ ଟଏଲେଟ ପେପର ୪ଟି ରୋଲ ଖାଇଥାଆନ୍ତି । ସୂଚନା ଅନୁଯାୟୀ ସକିନା କହିଛନ୍ତି କି ଟଏଲେପ୍ପେପର ତାଙ୍କ ପାଇଁ ଦେଲି ସାଣ୍ଡୱିଚ ଏବଂ ଲହୁଣି ପରି ହୋଇଥାଏ । ପେପରର ସ୍ୱାଦ ଏବଂ ମୁଡମୁଡ ଶବ୍ଦ ତାଙ୍କ ମୁହଁରେ ପାଣି ଆଣଇ ଦେଇଥାଏ ।
କୁହାଯାଉଛି କି , ମହିଳାଙ୍କର ଏକ ଅଜବ ରୋଗ ରହିଛି । ସେ ଏପରି ଏକ ସ୍ଥିତିରେ ରହିଛନ୍ତି ଯେଉଁଥିରେ ରୋଗୀ ଏପରି ଖାଦ୍ୟ ଖାଇଥାଏ । ରୋଗୀ ମାଟି , ସାବୁନ ଏବଂ ଚକ ଖାଇଦେଇଥାନ୍ତି । କିନ୍ତୁ ଡକ୍ଟରଙ୍କ କହିବା ଅନୁଯାୟୀ ଟଏଲେଟ ପେପର ଖାଇବା ସୁରକ୍ଷିତ ନୁହେଁ । ଏହା ଖାଇବା ଦ୍ୱାରା ଗମ୍ଭୀର ସମସ୍ୟା ଦେଖା ଦେଇଥାଏ ।
ମହିଳାଙ୍କ ଅଜବ ଅଭ୍ୟାସ , ପ୍ରତିଦିନ ଖାଆନ୍ତି ଟଏଲେଟ ପେପର

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...