The Ultimate Managed Hosting Platform
ADVERTISEMENT

ତୁରନ୍ତ ଗୋଟିଏ ଦ୍ୱାର ଖୋଲ : ସୁଦର୍ଶନ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନେଇ ସୁଦର୍ଶନ ପଟ୍ଟନାୟକଙ୍କ ଟ୍ୱିଟ । ଅନ୍ତର୍ଜାତୀୟ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରଶାସନକୁ ଅନୁରୋଧ । ତୁରନ୍ତ ଆଉ ଗୋଟିଏ ଦ୍ୱାର ଖୋଲିବାକୁ ଅନୁରୋଧ କଲେ ସୁଦର୍ଶନ । କୋଭିଡ ବେଳେ ଶ୍ରଦ୍ଧାଳୁଙ୍କ ଲାଗି ମନ୍ଦିରର ୩ଟି ଦ୍ୱାର ବନ୍ଦ କରାଗଲା ।ବର୍ତ୍ତମାନ ପର୍ଯ୍ୟନ୍ତ ବି ୩ଟି ଦ୍ୱାର ବନ୍ଦ ରହିଛି । ସ୍ଥାନୀୟ ଲୋକଙ୍କ ଭାବାବେଗକୁ ଦେଖି ଅତି କମର୍ ଗୋଟି ଦ୍ୱାର ଖୋଲାଯାଉ । ପରେ କମିଟି ନିଷ୍ପତ୍ତି ନେଇ ଅନ୍ୟ ଦ୍ୱାର ଖୋଲିପାରେ । ଯଦି ଗୋଟିଏ ଦ୍ୱାର ନ ଖୋଲେ କାଲିଠୁ ପଶ୍ଚିମ ଦ୍ୱାର ସାମ୍ନାରେ ବସିବି ବୋଲି ଟ୍ୱିଟ କରିଛନ୍ତି ସୁଦର୍ଶନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login