The Ultimate Managed Hosting Platform
ADVERTISEMENT

ପଶ୍ଚିମ ଦ୍ୱାର ପଟେ ଟଙ୍କା ନେଇ ଛାଡୁଥିଲେ , ହେଲେ ସସପେଣ୍ଡ

Facebook
Twitter
LinkedIn

ପୁରୀ : ଟଙ୍କା ନେଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଛାଡିବା ଘଟଣା । ଟଙ୍କା ନେଇ ଛାଡୁଥିବା ପୋଲିସ କନଷ୍ଟେବଳଙ୍କୁ ସସପେଣ୍ଡ । ଓଏସପି ଥାର୍ଡ ବାଟାଲିୟନ କନଷ୍ଟେବଳ ଶୁଭାଶିଷ ଦାସ ସସପେଣ୍ଡ । ଘଟଣାର ତଦନ୍ତ ପାଇଁ ଏଏସପିଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା । ପୋଲିସ କନଷ୍ଟେବଳ ଜଣଙ୍କ ଶ୍ରଦ୍ଧାଳୁଙ୍କୁ ପଶ୍ଚିମ ଦ୍ୱାରରେ ଛାଡିଥିଲେ । ଟଙ୍କା ନେଇ ଛାଡିବାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login