The Ultimate Managed Hosting Platform
ADVERTISEMENT

ସ୍ପେଶାଲ OJEE ପରୀକ୍ଷାଫଳ ପ୍ରକାଶିତ

Facebook
Twitter
LinkedIn

ଭୁବନେଶ୍ୱର : ଦ୍ୱିତୀୟ OJEE ପରୀକ୍ଷାଫଳ ପ୍ରକାଶିତ । ବିଟେକ-୮୬୫୫, ବିଫାର୍ମ-୨୪୪୨ , ଏମବିଏ -୪୨୮୭, ଏମସିଏ-୧୭୪୩ , ବିଏସସି -୬୪ ଜଣଙ୍କୁ ରାଙ୍କ ମିଳିଛି । ମୋଟ ୨୧୮୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ojee.nic.in/odishajee.comରେ ରେଜଲ୍ଟ ଉପଲବ୍ଧ । ଜୁନ ୨୬ରୁ ୨୯ ପ ର୍ଯ୍ୟନ୍ତ ହୋଇଥିଲା ସ୍ପେଶାଲ OJEE ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login