The Ultimate Managed Hosting Platform
ADVERTISEMENT

ନେତାଙ୍କ ପାଇଁ ବାହାରିଲେ ସମର୍ଥକ

Facebook
Twitter
LinkedIn

ଭୁବନେଶ୍ୱର : ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବି । ପ୍ରେସମିଟ କରି ନିଲମ୍ବନ ଉଠାଇବାକୁ ଦାବି କଲେ ସମର୍ଥକ । ଓଡ଼ିଶାରେ କଂଗ୍ରେସର ଦିନକୁ ଦିନ ତଳକୁ ଖସୁଛି । କଂଗ୍ରେସକୁ ମଜଭୁତ କରିବାକୁ କଟକ ବାରବାଟୀ ବିଧାୟକ ମୋକିକ ଓ ଚିରଞ୍ଜୀବୀଙ୍କ ଭୂମିକା ରହିଛି । ଚିରଞ୍ଜୀବୀ ବିଶ୍ୱାଳ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିନା କାରଣରେ ଓପିସିସି ସଭାପତି ଶରତ ପଟ୍ଟନାୟକ ଦୁଇ ନେତାଙ୍କ ନିଲମ୍ବନ ପାଇଁ ଏଆଇସିିସିକୁ ସୁପାରିଶ କରିଥିବା ଅଭିଯୋଗ କରିଛନ୍ତି ସମର୍ଥକ । ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ନହେଲେ ଆଗକୁ ଏହା ଦଳ ପାଇଁ ଆତ୍ମଘାତୀ ହେବ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ମୁଖପାତ୍ର ଗୋବିନ୍ଦ ଭୂୟାଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନବୀନଙ୍କ ଭିଡିଓକୁ ପ୍ରଶ୍ନକଲା ବିଜେପି

କେବଳ ଲମ୍ବା ଭାଷଣ , ବଡ ଆଡଭରଟାଇଜମେଣ୍ଟରେ ବିକାଶ ହୁଏନି ; ନବୀନ

ଭୁବନେଶ୍ୱର : ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ । ବର୍ଷକର କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କଲେ । କୁହାଯାଉଛି ଲୋକଙ୍କ ସରକାର , କିନ୍ତୁ କାହାନ୍ତି...

ADVERTISEMENT

Login