The Ultimate Managed Hosting Platform
ADVERTISEMENT

ବିଲ୍ଡିଂ ପ୍ଲାନ ଉଲ୍ଲଂଘନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ :ବିଏମସି

Facebook
Twitter
LinkedIn

ଭୁବନେଶ୍ୱର : ବିଲ୍ଡିଂ ପ୍ଲାନ ଅନୁମୋଦନ ଓ ଉଲ୍ଲଂଘନ ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା । ୩୦୦ ବର୍ଗ ମିଟର ଅଞ୍ଚଳ ଘରେ ଜଳ ଅମଳ ପ୍ରକଳ୍ପ ବାଧ୍ୟତାମୂଳକ । ୨୦ ହଜାର ବର୍ଗମିଟରରୁ ଅଧିକ ହେଲେ ନିଜସ୍ୱ ସ୍ୱେରେଜ ପ୍ଲାଣ୍ଟ ଜରୁରୀ । ଅନୁମୋଦିତ ପ୍ଲାନ ନିର୍ମାଣରେ ଉଲ୍ଲଂଘନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ । ଘର ନିର୍ମାଣ ବେଳେ ନିୟମାନୁସାରେ ଜାଗା ଛାଡି ନ ଥିଲେ କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ପ୍ରତ୍ୟେକ ୱାର୍ଡରେ ତନଖି କାର୍ଯ୍ୟ କରାଯିବ । ଉଲ୍ଲଂଘନକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟ ଦିଆଯାଇ ନୋଟିସ କରାଯିବ । ଡ୍ରେନ ଓ ରାସ୍ତା ପାଇଁ ସ୍ଥାନ ନ ଥିଲେ ଗୃହ ଯୋଜନାକୁ ଅନୁମୋଦନ ମିଳିବନି । ନିର୍ମିତ ଘର ଅନ୍ୟକାର୍ଯ୍ୟରେ ବ୍ୟବହୃତ ହେଲେ ବି କାର୍ଯ୍ୟାନୁଷ୍ଠାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login