The Ultimate Managed Hosting Platform
ADVERTISEMENT

ରଣପୁର ଓ ଦଶପଲ୍ଲାରେ ୫ଟି ସଚିବଙ୍କ ଗସ୍ତକୁ ବିରୋଧ, ଗୋ ବ୍ୟାକ ନାରା ଦେଲେ ବିଜେପି କର୍ମୀ

Facebook
Twitter
LinkedIn

ନୟାଗଡ : ୫ଟି ସଚିବଙ୍କ ରଣପୁର ଓ ଦଶପଲ୍ଲା ଗସ୍ତକୁ ବିଜେପିର ବିରୋଧ । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଳାପତାକା ପ୍ରଦର୍ଶନ ସହ ନାରାବାଜି । ରଣପୁର ଜଗନ୍ନାଥ ମନ୍ଦିରରେ ପହଁଚିବା ପରେ ଗୋ ବ୍ୟାକ ନାରା । ଦଶପଲ୍ଲାରେ ମଧ୍ୟ ମହାବୀର ମନ୍ଦିର ଯିବା ରାସ୍ତାରେ ବିରୋଧ । କଳାପତାକା ପ୍ରଦର୍ଶନ କରି ବିରୋଧ କଲେ ବିଜେପି କର୍ମୀ । ଯେଉଁଥିପାଇଁ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି । ବିଭିନ୍ନ ଜିଲ୍ଲାକୁ ଫାଇଭ-ଟି ସଚିବଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ବିଜେପି ପୂର୍ବରୁ ପ୍ରଶ୍ନ ଉଠାଇଛି । ସରକାରୀ କର୍ମଚାରୀ ହୋଇ ରାଜନୈତିକ କାର‌୍ୟ୍ୟ କରୁଥିବା ଅଭିଯୋଗ କରିଆସୁଛି ବିଜେପି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login