The Ultimate Managed Hosting Platform
ADVERTISEMENT

ହାଇକୋର୍ଟଙ୍କ ରତ୍ନଭଣ୍ଡାର ନୋଟିସ

Facebook
Twitter
LinkedIn

କଟକ : ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗ । ଜବାବ ରଖିବା ପାଇଁ ପ୍ରତିପକ୍ଷ ୪ ଜଣଙ୍କୁ ନୋଟିସ କଲେ ହାଇକୋର୍ଟ । ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ,ମୁଖ୍ୟ ପ୍ରଶାସକଙ୍କୁ ନୋଟିସ । ଏଏସଆଇ ଡିଜି ଓ ଏଏସଆଇ ଅଧୀକ୍ଷକଙ୍କୁ ନୋଟିସ । ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ନୋଟିସ । ଅଗଷ୍ଟ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login