The Ultimate Managed Hosting Platform
ADVERTISEMENT

୫’ଟି ସଚିବଙ୍କ ଗସ୍ତକୁ ବିରୋଧ

Facebook
Twitter
LinkedIn

ବୈାଦ୍ଧ : ବୈାଦ୍ଧ ଜିଲ୍ଲା ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ୫ଟି ସଚିବଙ୍କ ଗସ୍ତକୁ ବିରୋଧ ସହ କଳାପତାକା ପ୍ରଦର୍ଶନ ଓ ଗୋ ବ୍ୟାକ ନାରା । ବୈାଦ୍ଧ କଣ୍ଟାମାଳ ବ୍ଲକ ଆମ୍ବଗାଁରେ କଳାପତାକା ପ୍ରଦର୍ଶନ । କଳାପତାକା ପ୍ରଦର୍ଶନ ସହ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ସଭାସ୍ଥଳକୁ ପଶିବାକୁ ଉଦ୍ୟମ ବେଳେ ଅଟକାଇଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login