The Ultimate Managed Hosting Platform
ADVERTISEMENT

୨ ବସ୍ ମୁହାଁ ମୁହିଁ , ୧୬ ଆହତ

Facebook
Twitter
LinkedIn

ବାଲେଶ୍ୱର : ୨ ବସ ମୁହାଁମୁହିଁ ଧକ୍କା । ଫଳରେ ଡ୍ରାଇଭର ସମେତ ୧୬ ଜଣ ଆହତ ହୋଇଛନ୍ତି । ତାମୁଳିଆ ଓଭର ବ୍ରିଜ ଉପରେ ୨ ୂସ ମୁହାଁମୁହିଁ ଧକ୍କା । ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ।
ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ବାଲେଶ୍ୱର ତାମୁଳିଆ ଓଭରବ୍ରିଜ୍ ନିକଟରେ ଦୁଇଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଘଟଣା ପରେ ବ୍ରିଜ୍ ଉପରେ ବାଧାପ୍ରାପ୍ତ ହୋଇଥିଲା ଯାତାୟାତ । ଅଜୟ ଓ ଅରବିନ୍ଦ ନାମକ ଦୁଇଟି ବସ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣାଗ୍ରସ୍ତ ଅଜୟ ବସର ଡ୍ରାଇଭର ଗୁରୁତର ଆହତ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତଙ୍କୁ ବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତମୁଳିଆ ଓଭର ବ୍ରିଜ ନେରୋ ବ୍ରିଜ ଲାଗି ଦ୍ରୁତଗତିରେ ଯାଉଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login