ନୂଆଦିଲ୍ଲୀ : ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ସରକାର ସହିତ ସଂଗଠନରେ ଅବଦବଦଳ ହେବା ନେଇ ବୈଠକରେ ଆଲୋଚନା ହୋଇପାରେ । ସେହିପରି ସମାନ ନାଗରିକ ସଂହିତା ଉପରେ ମଧ୍ୟ ଚର୍ଚ୍ଚା ହେବା ନେଇ ସୂଚନା ରହିଛି । ଗତ ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ସମୟ ଧରି ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
Views: 77