The Ultimate Managed Hosting Platform
ADVERTISEMENT

୩ ଛୁଆଙ୍କୁ କୂଅକୁ ଫିଙ୍ଗି ଡେଇଁଲା ମା’

Facebook
Twitter
LinkedIn

ଆସିକା : ପାରିବାରିକ କଳହର କରୁଣ ପରିଣତି । ୩ ଛୁଆଙ୍କୁ କୂ୍କୁ ଫିଙ୍ଗି ଡେଇଲା ମଆ । ଶେରଗଡ ବ୍ଲକ ଲାଉଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ୨ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ମା ର ଆତ୍ମହତ୍ୟା ଉଦ୍ୟମ । ସାନ ଝିଅ ଓ ପୁଅର ମୃତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର । ଗ୍ରାମବାସୀଙ୍କ ଦ୍ୱାରା ବଡ ଝିଅ ଓ ମଆ ଜୀବିତ ଉଦ୍ଧାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login